ଆଜିଠୁ କରୋନା ଟିକା : ରାଜଧାନୀର ୬ଟି ସ୍ଥାନରେ ଦିଆଯିବ ଟିକା

ଏମ୍‌ସକୁ ମିଶାଇ ୧୬୧ଟି କେନ୍ଦ୍ରରେ ଟିକାଦାନ ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କରୋନା ବିରୋଧରେ ଶେଷ ଲଢ଼େଇ। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ମହୋ‌ଷୌଧି। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ କରୋନା ଟିକା ପହଞ୍ଚି ସାରିଛି। ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ … Continue reading ଆଜିଠୁ କରୋନା ଟିକା : ରାଜଧାନୀର ୬ଟି ସ୍ଥାନରେ ଦିଆଯିବ ଟିକା